ଅର୍ଥ : ତିବ୍ବତରେ ସ୍ଥିତ ଏବଂ ପୌରାଣିକ ମତାନୁସାରେ ଭଗବାନ ଶିବ ବାସ କରୁଥିବା ଏକ ପର୍ବତ
ଉଦାହରଣ :
କୈଳାସ ମାନସରୋବର ପାଖରେ ଅବସ୍ଥିତ
ସମକକ୍ଷ : ଶ୍ୱେତାଦ୍ରି
ଅନ୍ୟ ଭାଷାରେ ଅନୁବାଦ :
एक पर्वत जो तिब्बत में है और पौराणिक मतानुसार जिस पर भगवान शिव निवास करते हैं।
कैलाश मानसरोवर के पास स्थित है।