ଅର୍ଥ : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଉଦାହରଣ :
ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
ଅନ୍ୟ ଭାଷାରେ ଅନୁବାଦ :
A reference book containing an alphabetical list of words with information about them.
dictionary, lexiconଅର୍ଥ : ସଞ୍ଚିତ ଧନ, ଜ୍ଞାନଆଦି
ଉଦାହରଣ :
କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍ ଦାଦା ଜଣେ ଚଲା ବୁଲା କୋଷ
ସମକକ୍ଷ : ନିଧି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
ଉଦାହରଣ :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
ସମକକ୍ଷ : ଭଣ୍ଡାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
ଉଦାହରଣ :
ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
Part of an organism consisting of an aggregate of cells having a similar structure and function.
tissueଅର୍ଥ : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ଉଦାହରଣ :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
ଅନ୍ୟ ଭାଷାରେ ଅନୁବାଦ :
A storehouse for treasures.
treasure house