ଅର୍ଥ : କୋଷର ଦେଖାଶୁଣା କରୁଥିବା ଅଧିକାର ପ୍ରାପ୍ତ ବ୍ୟକ୍ତି
ଉଦାହରଣ :
କୋଷର ସଠିକ୍ ହିସାବ ନ ମିଳିବାରୁ କୋଷାଧ୍ୟକ୍ଷଙ୍କୁ ଡକାଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଣ୍ଡାରଘରର ପରିଚାଳକ
ଉଦାହରଣ :
ଭଣ୍ଡାରରକ୍ଷକ ସଚ୍ଚୋଟ ହେବା ଆବଶ୍ୟକ
ସମକକ୍ଷ : ଭଣ୍ଡାରରକ୍ଷକ
ଅନ୍ୟ ଭାଷାରେ ଅନୁବାଦ :