ଅର୍ଥ : ଶୃଂଖଳାର ସହ କରାଯାଉଥିବା ଖେଳ ପ୍ରତିଯୋଗିତା
ଉଦାହରଣ :
ଆମ ୟୁନିଭରସିଟିରେ ହକି ଟୁର୍ଣ୍ଣାମେଣ୍ଟ୍ ଚାଲିଛି
ସମକକ୍ଷ : ଖେଳ ପ୍ରତିଯୋଗିତା, ଟୁର୍ଣ୍ଣାମେଣ୍ଟ୍
ଅନ୍ୟ ଭାଷାରେ ଅନୁବାଦ :
खेलों की वह प्रतियोगिता जो शृंखला में होती है।
हमारे विद्यालय में हाकी टूर्नामेंट चल रहा है।A sporting competition in which contestants play a series of games to decide the winner.
tournament, tourney