ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଜରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଜରା   ବିଶେଷ୍ୟ

ଅର୍ଥ : ନେପାଳର ପର୍ବତାଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଛୋଟ ଖଜୁରୀ|

ଉଦାହରଣ : ଖଜୁରୀ ପତ୍ରଗୁଡିକରେ ମଧ୍ୟ ଚଟାଇ ତିଆରି କରାଯାଏ କିନ୍ତୁ ତାର ଫଳ ଅନୁପଯୋଗୀ ହୋଇଥାଏ

ସମକକ୍ଷ : ଖଜୁରୀ


ଅନ୍ୟ ଭାଷାରେ ଅନୁବାଦ :

नेपाल की तराई में होने वाला एक प्रकार का छोटा खजूर।

खजुरहट की पत्तियों से तो चटाई बनाई जाती है पर फल अनुपयोगी होते हैं।
खजुरहट, खजुरहटी

Tall tropical feather palm tree native to Syria bearing sweet edible fruit.

date palm, phoenix dactylifera