ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିବେଶ କରିବା
ଉଦାହରଣ : ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
ସମକକ୍ଷ : ନିବେଶ କରିବା, ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
निवेश करना।
Make an investment.
ଅର୍ଥ : ଅତ୍ୟଧିକ ପରିଶ୍ରମ କରାଇବା
ଉଦାହରଣ : ଠିକାଦାରମାନେ ଶ୍ରମିକମାନଙ୍କୁ ସାରାଦିନ ଖଟାନ୍ତି କିନ୍ତୁ ଉଚିତ୍ ମଜୁରି ଦିଅନ୍ତି ନାହିଁ
ସମକକ୍ଷ : ଘଣାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत अधिक मेहनत या परिश्रम कराना।
ସଂସ୍ଥାପନ କରନ୍ତୁ