ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖପର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖପର   ବିଶେଷ୍ୟ

ଅର୍ଥ : ମାଟିର(ପୋଡ଼ା ହୋଇଥିବା)ଚାରିକୋଣିଆ ବା ଅର୍ଦ୍ଧଗୋଲାକାର ଆକୃତି ଯାହାକୁ ଛାଉଣିରେ ବ୍ୟବହାର କରାଯାଏ

ଉଦାହରଣ : ଅଧିକତର ମାଟି ଘର ଖପରଲିରେ ଛପର ହୋଇଥାଏ

ସମକକ୍ଷ : ଖପରଲି, ଟାଇଲ୍


ଅନ୍ୟ ଭାଷାରେ ଅନୁବାଦ :

मिट्टी की (पकी हुई) चौकोर या अर्ध गोलाकार आकृति जो घर की छाजन पर रखने के काम आती है।

ज्यादातर मिट्टी के घर खपरैल से छाये जाते हैं।
खपड़ा, खपड़ैल, खपरा, खपरैल, खप्पड़, खप्पर, टाइल, टॉइल

A thin flat slab of fired clay used for roofing.

roofing tile, tile

ଅର୍ଥ : ମାଟିରେ ତିଆରି କରାଯାଇଥିବା ଅର୍ଦ୍ଧବୃତ୍ତାକାର ଖପରା ଯେଉଁଥିରେ ଘର ଛପର କରାଯାଏ

ଉଦାହରଣ : କୃଷକ ଭାଙ୍ଗିଯାଇଥିବା ଖପରକୁ ବଦଳାଉଛି


ଅନ୍ୟ ଭାଷାରେ ଅନୁବାଦ :

अर्द्धवृत्ताकार मिट्टी का पका हुआ वह खपड़ा जिससे मकान छाते हैं।

किसान टूटे हुए नरिये को बदल रहा है।
नरिया