ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ
ଉଦାହରଣ : ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖୋଜାଯାଉଛି
ସମକକ୍ଷ : ଅବନତି, କମିଯିବା, ନିମ୍ନଗତି, ନିମ୍ନତା, ପତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
गिरने या घटने की क्रिया या भाव।
A change downward.
ଅର୍ଥ : ଉପରୁ ତଳ ଆଡ଼କୁ ଆସିବା କ୍ରିୟା
ଉଦାହରଣ : ପାହାଡ଼ରୁ ଅବରୋହଣ କଲା ସମୟରେ ସାବଧାନ ରହିବା ଆବଶ୍ୟକ
ସମକକ୍ଷ : ଅବରୋହଣ, ଉତ୍ତରଣ, ଓହ୍ଲା
ऊपर से नीचे की ओर आने की क्रिया।
The act of changing your location in a downward direction.
ଅର୍ଥ : କୌଣସି ଜିନିଷର ଛୋଟ ଛୋଟ ଅଙ୍ଗ ବା ଅଂଶଗୁଡ଼ିକୁ ତୁଟି ବା ଭାଙ୍ଗି ଖସିବା
ଉଦାହରଣ : ତା’ର ବାଳ ବହୁତ ଝଡ଼ୁଛି
ସମକକ୍ଷ : ଛିଡ଼ିବା, ଝଡ଼ିବା
किसी चीज़ के छोटे-छोटे अंगों या अंशों का कट या टूटकर गिरना।
Come off.
ସଂସ୍ଥାପନ କରନ୍ତୁ