ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାତା   ବିଶେଷ୍ୟ

ଅର୍ଥ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ

ଉଦାହରଣ : ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା

ସମକକ୍ଷ : ହିସାବଖାତା


ଅନ୍ୟ ଭାଷାରେ ଅନୁବାଦ :

वह बही जिसमें लोगों या मदों के अलग-अलग खाते या हिसाब रखते हैं।

दुकानदार ने मेरा हिसाब करने के लिए खाता बही निकाला।
खाता बही, खाता-बही, खाताबही, लेजर

A record in which commercial accounts are recorded.

They got a subpoena to examine our books.
account book, book, book of account, ledger, leger

ଅର୍ଥ : କ୍ରିକେଟ ଆଦି ଖେଳରେ ବ୍ୟାଟସମେନ୍ ଦ୍ବାରା କରାଯାଇଥିବା ପ୍ରଥମ ରନ୍ ବା ବେଟିଙ୍ଗ କରୁଥିବା ଟିମ୍‌ଆଡୁ କରାଯାଇଥିବା ପ୍ରଥମ ରନ୍

ଉଦାହରଣ : କୌଣସି ବ୍ୟାଟସମ୍ୟାନ୍ ନିଜର ଖାତା ବି ଖୋଲି ପାରିଲେ ନାହିଁଆରମ୍ଭରୁ ଦୁଇ ଓଭର ପର୍ଯ୍ୟନ୍ତ ଆମ ଟିମ୍‌ର ଖାତା ବି ଖୋଲି ନ ଥିଲା


ଅନ୍ୟ ଭାଷାରେ ଅନୁବାଦ :

क्रिकेट आदि के खेल में बल्लेबाज द्वारा बनाए गए रनों का लेखा।

कई बल्लेबाज अपना खाता भी नहीं खोल पाए।
शुरुवाती दो ओवर तक हमारी टीम का खाता भी नहीं खुला था।
खाता

ଅର୍ଥ : ଯେଉଁ ପୁସ୍ତିକାରେ ଲେଖିବା ପାଇଁ ଖାଲି ପୃଷ୍ଠା ଥାଏ

ଉଦାହରଣ : ସେ ବ୍ୟାଖ୍ୟାକାରଙ୍କ ସମସ୍ତ ମହତ୍ୱପୂର୍ଣ୍ଣ ବ୍ୟାଖ୍ୟାନଗୁଡ଼ିକୁ ଟିପାଖାତାରେ ନୋଟ କଲେ

ସମକକ୍ଷ : ଟିପାଖାତା, ନୋଟବୁକ୍‌


ଅନ୍ୟ ଭାଷାରେ ଅନୁବାଦ :

वह पुस्तिका जिसमें लिखने के लिए कोरे पन्ने होते हैं।

उसने व्याख्याता के सभी महत्वपूर्ण व्याख्यानों को नोटबुक में नोट किया।
कापी, कॉपी, नोटबुक, लेखन पुस्तिका

A book with blank pages for recording notes or memoranda.

notebook

ଅର୍ଥ : ଉପୋଭୋକ୍ତାଦ୍ୱାରା ବ୍ୟାଙ୍କରେ ଗଚ୍ଛିତ ପାଣ୍ଠିର ଲିଖିତ ହିସାବ ଯାହାକୁ ସେ ବାହାର କରିପାରେ

ଉଦାହରଣ : ମୋ ପାସବୁକ୍‌ରେ‌ ମାତ୍ର ପାଞ୍ଚଶହ ଟଙ୍କା ଅଛି

ସମକକ୍ଷ : ଆକାଉଣ୍ଟ, ପାସବୁକ୍‌


ଅନ୍ୟ ଭାଷାରେ ଅନୁବାଦ :

उपभोक्ता द्वारा बैंक को सौंपी गई उस निधि का लेखा-जोखा जिसे वह निकाल सकता है और जिसमें वह और धन डाल भी सकता है।

मेरे खाते में मात्र पाँच सौ रुपए हैं।
अकाउंट, अकाउन्ट, एकाउंट, एकाउन्ट, खाता

A formal contractual relationship established to provide for regular banking or brokerage or business services.

He asked to see the executive who handled his account.
account, business relationship

ଅର୍ଥ : କୌଣସି ବିଶେଷ ଆବଶ୍ୟକତାପାଇଁ ପ୍ରସ୍ତୁତ ହୋଇଥିବା ବସ୍ତୁ, ଲେଖା ଆଦିର ସୂଚୀରୁ ପ୍ରତ୍ୟେକ

ଉଦାହରଣ : ପ୍ରତ୍ୟେକ ଖାତାର ମୂଲ୍ୟ ଅଲଗା

ସମକକ୍ଷ : ଫାଇଲ


ଅନ୍ୟ ଭାଷାରେ ଅନୁବାଦ :

किसी विशेष प्रयोजन से बनाई गई वस्तुओं, लेखों आदि की सूची में से प्रत्येक।

प्रत्येक मद की कीमत अलग-अलग है।
इस पंजी में आपके नाम की प्रविष्टि नहीं है।
प्रविष्टि, मद

A distinct part that can be specified separately in a group of things that could be enumerated on a list.

He noticed an item in the New York Times.
She had several items on her shopping list.
The main point on the agenda was taken up first.
item, point