ଅର୍ଥ : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
ଉଦାହରଣ :
ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
ଉଦାହରଣ :
ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
ଉଦାହରଣ :
ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
ଅନ୍ୟ ଭାଷାରେ ଅନୁବାଦ :