ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
ଉଦାହରଣ : ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
ସମକକ୍ଷ : ଖୋଲିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
बाँधने अथवा जोड़ने वाली वस्तु का हटना।
Become undone or untied.
ଅର୍ଥ : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା
ଉଦାହରଣ : ଏହି ତମ୍ବୁର ସିଲେଇ ଫିଟିଗଲାଣି
ସମକକ୍ଷ : ଫିଟିଯିବା, ବାହାରିଯିବା
सिलाई, बुनाई के टाँके अलग होना।
Become or cause to become undone by separating the fibers or threads of.
ସଂସ୍ଥାପନ କରନ୍ତୁ