ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁସ୍ତି ଖେଳିବାପାଇଁ ବ୍ୟବହୃତ ଚମଡ଼ା ଢଙ୍କା ଏକ ବାଡ଼ି
ଉଦାହରଣ : ଖେଳ ଖେଳୁଥିବା ସମୟରେ ତାହାର ଗତକା ଭାଙ୍ଗିଗଲା
ସମକକ୍ଷ : ଚମଡ଼ାଢଙ୍କା ବାଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
पैंतरा खेलने का वह डंडा जिसके ऊपर चमड़ा मढ़ा रहता है।
ଅର୍ଥ : ଯେଉଁ ଖେଳ ଚମଡ଼ା ଆବରଣ ଯୁକ୍ତ ବାଡ଼ିରେ ଖେଳନ୍ତି
ଉଦାହରଣ : ସେ ଭଲ ଗତକା ଖେଳାଳି
ସମକକ୍ଷ : ଗଦକା
वह खेल जो गतके से खेला जाता है।
ସଂସ୍ଥାପନ କରନ୍ତୁ