ଅର୍ଥ : ଅଣ୍ଡିରା ଗଧ
ଉଦାହରଣ :
ଧୋବା ଦୁଇଟି ଗଧୀ ଓ ଗୋଟିଏ ଗଧ ପାଳିଛି
ସମକକ୍ଷ : ଗର୍ଧବ
ଅନ୍ୟ ଭାଷାରେ ଅନୁବାଦ :
Domestic beast of burden descended from the African wild ass. Patient but stubborn.
domestic ass, donkey, equus asinusଅର୍ଥ : ଘୋଡ଼ାଭଳି ବା ତାଠାରୁ ଛୋଟ ଗୋଟିଏ ଚତୁସ୍ପଦପ୍ରାଣୀ
ଉଦାହରଣ :
ଗଧ ଠିଆଠିଆ ଶୁଏ
ଅନ୍ୟ ଭାଷାରେ ଅନୁବାଦ :
Hardy and sure-footed animal smaller and with longer ears than the horse.
assଅର୍ଥ : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
ଉଦାହରଣ :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
ସମକକ୍ଷ : ଗୋବରଗଣେଶ, ମୂର୍ଖ, ମୂର୍ଖ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसमें बुद्धि न हो या कम हो।
समाज में मूर्खों की कमी नहीं है।