ଅର୍ଥ : ଏକ ଗଛ ଯାହା ମଞ୍ଜିରୁ ତେଲ ବାହାରେ
ଉଦାହରଣ :
ଗବ ଗଛର ଫଳ କଣ୍ଟାଳିଆ ହୋଇଥାଏ
ସମକକ୍ଷ : ଏରଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
लगभग छः-सात हाथ ऊँचा एक पौधा जिसके बीजों से तेल निकाला जाता है।
एरंड का फल कँटीला होता है।Large shrub of tropical Africa and Asia having large palmate leaves and spiny capsules containing seeds that are the source of castor oil and ricin. Widely naturalized throughout the tropics.
castor bean plant, castor-oil plant, palma christ, palma christi, ricinus communisଅର୍ଥ : ଜଡ଼ା ମଞ୍ଜି ଯାହା ଔଷଧ କାମରେ ଆସେ ଏବଂ ଯାହାର ତେଲ ରେଚକ ହୋଇଥାଏ
ଉଦାହରଣ :
ବୈଦ୍ୟରାଜ ଜଡ଼ା ତେଲରେ ଔଷଧ ତିଆରି କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
The toxic seed of the castor-oil plant. Source of castor oil.
castor beanଅର୍ଥ : ଏକ ପୌରାଣିକ ବାନର
ଉଦାହରଣ :
ରାମାୟଣରେ ଗବର ବର୍ଣ୍ଣନା ରହିଛି
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being