ଅର୍ଥ : ଲବଙ୍ଗ, ଅଳେଇଚ, ତେଜ ପତ୍ର, ଡାଲଚିନ୍, ଶୁଣ୍ଠୀ, ଗୋଲ ମରିଚ,ଜାଇଫଳ, ଜାଇତ୍ରୀ ଓ ଜିରାଆଦି ମସଲାଗୁଡ଼ିକର ମିଶ୍ରଣ
ଉଦାହରଣ :
ସବୁ ତରକାରୀରେ ଗରମ ମସଲା ପକାଯାଏ ନାହିଁ
ସମକକ୍ଷ : ଗରମ ମସଲା
ଅନ୍ୟ ଭାଷାରେ ଅନୁବାଦ :
लौंग, इलायची, तेज पत्ता, दालचीनी, सोंठ, काली मिर्च, जायफल, जावित्री, जीरा आदि मसालों का मिश्रण।
सभी सब्जियों में गरम मसाला नहीं डाला जाता।