ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଗ   ବିଶେଷ୍ୟ

ଅର୍ଥ : ଭରଦ୍ୱାଜଙ୍କ ବଂଶଜ ଥିବା ଜଣେ ବହୁତ ଜ୍ଞାନୀ ଋଷି

ଉଦାହରଣ : ଗର୍ଗ ଋଷି ଋଗବେଦର ଗୋଟିଏ ସୂକ୍ତର ମନ୍ତ୍ରଦ୍ରଷ୍ଟା ଥିଲେ

ସମକକ୍ଷ : ଗର୍ଗ ଋଷି


ଅନ୍ୟ ଭାଷାରେ ଅନୁବାଦ :

एक बहुत ही ज्ञानी ऋषि जो भरद्वाज के वंशज थे।

गर्ग ऋग्वेद के एक सूक्त के मंत्र-दृष्टा थे।
गर्ग, गर्ग ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ବସୁଦେବଙ୍କ କୁଳ ପୁରୋହିତ ଥିବା ଜଣେ ଋଷି

ଉଦାହରଣ : ପୁରାଣରେ ଗର୍ଗ ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଗର୍ଗ ଋଷି


ଅନ୍ୟ ଭାଷାରେ ଅନୁବାଦ :

एक ऋषि जो वसुदेव के कुल-पुरोहित भी थे।

गर्ग का वर्णन पुराणों में मिलता है।
गर्ग, गर्ग ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ବ୍ରହ୍ମାଙ୍କର ଜଣେ ମାନସ ପୁତ୍ର

ଉଦାହରଣ : ଗର୍ଗ ଗୟାରେ ଗୋଟିଏ ଯଜ୍ଞ କରିଥିଲେ


ଅନ୍ୟ ଭାଷାରେ ଅନୁବାଦ :

ब्रह्मा के एक मानस पुत्र।

गर्ग ने गया में एक यज्ञ किया था।
गर्ग

An imaginary being of myth or fable.

mythical being