ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଗ ଋଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଗ ଋଷି   ବିଶେଷ୍ୟ

ଅର୍ଥ : ଭରଦ୍ୱାଜଙ୍କ ବଂଶଜ ଥିବା ଜଣେ ବହୁତ ଜ୍ଞାନୀ ଋଷି

ଉଦାହରଣ : ଗର୍ଗ ଋଷି ଋଗବେଦର ଗୋଟିଏ ସୂକ୍ତର ମନ୍ତ୍ରଦ୍ରଷ୍ଟା ଥିଲେ

ସମକକ୍ଷ : ଗର୍ଗ


ଅନ୍ୟ ଭାଷାରେ ଅନୁବାଦ :

एक बहुत ही ज्ञानी ऋषि जो भरद्वाज के वंशज थे।

गर्ग ऋग्वेद के एक सूक्त के मंत्र-दृष्टा थे।
गर्ग, गर्ग ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ବସୁଦେବଙ୍କ କୁଳ ପୁରୋହିତ ଥିବା ଜଣେ ଋଷି

ଉଦାହରଣ : ପୁରାଣରେ ଗର୍ଗ ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଗର୍ଗ


ଅନ୍ୟ ଭାଷାରେ ଅନୁବାଦ :

एक ऋषि जो वसुदेव के कुल-पुरोहित भी थे।

गर्ग का वर्णन पुराणों में मिलता है।
गर्ग, गर्ग ऋषि

A mentor in spiritual and philosophical topics who is renowned for profound wisdom.

sage