ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବାକ୍ୟ, ଛନ୍ଦ ବା ପଦ ଗାନ କରାଯାଏ
ଉଦାହରଣ : ମଧୁର କଣ୍ଠରେ କିଏ ଏଇ ଗୀତଟି ଗାଇଲା? ସେଇଟା ଗୀତ ବହି
ସମକକ୍ଷ : ଗୀତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह वाक्य, छंद या पद जो गाया जाता है।
A short musical composition with words.
ଅର୍ଥ : ଗାଇବାର ପ୍ରକ୍ରିୟା ବା ଭାବ
ଉଦାହରଣ : ଆମେ ଆଜି ପଣ୍ଡିତ ଜସରାଜଙ୍କ ଗାୟନର ଶୈଳୀକୁ ଉପଭୋଗ କରିବା
ସମକକ୍ଷ : ଗାୟନ
गाने की क्रिया या भाव।
The act of singing vocal music.
ସଂସ୍ଥାପନ କରନ୍ତୁ