ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ୍ ଫ୍ରାଇଡ଼େ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ୍ ଫ୍ରାଇଡ଼େ   ବିଶେଷ୍ୟ

ଅର୍ଥ : ଖ୍ରୀଷ୍ଟଧର୍ମରେ ପବିତ୍ର ବୋଲି ଗ୍ରହଣ କରାଯାଉଥିବା ଯେଉଁ ଶୁକ୍ରବାରଦିନ ଯୀଶୁଖ୍ରୀଷ୍ଟ ଶୂଳିରେ ଚଢ଼ିଥିଲେ

ଉଦାହରଣ : ଗୁଡ୍ ଫ୍ରାଇଡ଼େଦିନ ଖ୍ରୀଷ୍ଟିଆନ ଲୋକମାନେ ଚର୍ଚ୍ଚରେ ଏକତ୍ରିତ ହୋଇ ଯୀଶୁଖ୍ରୀଷ୍ଟଙ୍କ ଗୁଣଗାନ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

ईसाई धर्म में पवित्र माना जानेवाला वह शुक्रवार जिस दिन ईसामसीह सूली पर चढ़े थे।

गुड फ्राइडे के दिन ईसाई लोग चर्च में एकत्रित होकर ईसामसीह का गुणगान करते हैं।
गुड फ्राइडे

Friday before Easter.

good friday