ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପଚୁପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପଚୁପ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଛୋଟ ଖଡ଼ଖଡ଼ିଆ ତଥା ଗୋଲାକାର ଖାଦ୍ୟବସ୍ତୁରେ ଚଣା,ମସଲା,ଖଟା ପାଣି ଆଦି ରଖି ପ୍ରସ୍ତୁତ ହେଉଥିବା ଏକ ମସଲାଯୁକ୍ତ ଖାଦ୍ୟ ପଦାର୍ଥ

ଉଦାହରଣ : ପିଲାଟି ଗୁପଚୁପ ଖାଇବାକୁ କାନ୍ଦୁଛି

ସମକକ୍ଷ : ଗୋଲଗପ୍ପା, ପାଣିପୁରି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की छोटी करारी फुलकी में छोले, मसाले, खट्टा पानी आदि डालकर बनाया हुआ एक चटपटा खाद्य पदार्थ।

बच्चा गोलगप्पा खाने के लिए रो रहा है।
गुपचुप, गोलगप्पा, पानी पूरी, पानी-पूरी, पानीपुरी

A particular item of prepared food.

She prepared a special dish for dinner.
dish

ଅର୍ଥ : ଏକ ପ୍ରକାରର ଛୋଟ ଫୁଲକା ପୁରି

ଉଦାହରଣ : ଭାଙ୍ଗି ଯାଇଥିବା ଗୁପଚୁପଗୁଡ଼ିକୁ ଚକଟି ଦୋକାନୀ ଭେଲରେ ମିଶାଇ ଦେଲା


ଅନ୍ୟ ଭାଷାରେ ଅନୁବାଦ :

एक प्रकार की छोटी करारी फुलकी।

दुकानदार ने टूटे हुए गोलगप्पों को मसलकर भेल में मिला दिया।
गुपचुप, गोलगप्पा

A particular item of prepared food.

She prepared a special dish for dinner.
dish

ଅର୍ଥ : ଏକ ପ୍ରକାରର ଖେଳଣା

ଉଦାହରଣ : ପିଲାଟି ଗୁପଚୁପରେ ଖେଳୁଛି


ଅନ୍ୟ ଭାଷାରେ ଅନୁବାଦ :

एक प्रकार का खिलौना।

बच्चा गुपचुप से खेल रहा है।
गुप-चुप, गुपचुप