ଅର୍ଥ : ହଳଦୀ ଭଳି ଗୋଟିଏ ଗଛ
ଉଦାହରଣ :
ଗୁଲ-ବକାବଳୀରେ ଧଳା ଫୁଲ ଫୁଟେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଳଦୀ ଭଳି ଗୋଟିଏ ଗଛରୁ ମିଳୁଥିବା ଏକ ପ୍ରକାର ଧଳା ଫୁଲ
ଉଦାହରଣ :
ମାଲୁଣୀ ଫୁଲ ବଗିଚାରୁ ଗୁଲ-ବକାବଳୀ ଫୁଲ ତୋଳୁଛି
ଅନ୍ୟ ଭାଷାରେ ଅନୁବାଦ :
एक प्रकार का सफेद फूल जो हल्दी की तरह के एक पौधे से प्राप्त होता है।
मालिन पुष्पवाटिका में गुल-बकावली लोढ़ रही है।