ଅର୍ଥ : ଏକ ବିଶେଷ ପ୍ରକାର ଲିପି
ଉଦାହରଣ :
ଗୋଥିକ ଲିପିରେ ଗୋଥିକ ଭାଷା ଲେଖାଯାଏ
ସମକକ୍ଷ : ଗୋଥିକ ଲିପି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉତ୍ତର ଫ୍ରାନ୍ସରେ ବିକଶିତ ଏକ ପ୍ରକାର ବାସ୍ତୁକଳା
ଉଦାହରଣ :
ଦ୍ୱାଦଶ ଓ ଷୋଡ଼ଶ ଶତାବ୍ଦୀରେ ସାରା ୟୂରୋପରେ ଗୋଥିକ ବାସ୍ତୁକଳା ବିସ୍ତାର ହୋଇଥିଲା
ସମକକ୍ଷ : ଗୋଥିକ ବାସ୍ତୁକଳା
ଅନ୍ୟ ଭାଷାରେ ଅନୁବାଦ :
* उत्तरी फ्रांस में विकसित एक प्रकार की वास्तुकला।
गोथिक बारहवीं और सोलहवीं शताब्दी में पूरे यूरोप में फैल गई।A style of architecture developed in northern France that spread throughout Europe between the 12th and 16th centuries. Characterized by slender vertical piers and counterbalancing buttresses and by vaulting and pointed arches.
gothic, gothic architectureଅର୍ଥ : ଜର୍ମାନୀ ଭାଷା ପରିବାରର ଏକ ଭାଷା
ଉଦାହରଣ :
ଆଜିକାଲି କେହି ଗୋଥିକ କହୁନାହାନ୍ତି
ସମକକ୍ଷ : ଗୋଥିକ ଭାଷା
ଅନ୍ୟ ଭାଷାରେ ଅନୁବାଦ :
जर्मेनिक भाषा परिवार की एक भाषा।
आज के समय में कोई गोथिक नहीं बोलता।Extinct East Germanic language of the ancient Goths. The only surviving record being fragments of a 4th-century translation of the Bible by Bishop Ulfilas.
gothicଅର୍ଥ : ଗୋଥିକ ଭାଷାର ବା ଗୋଥିକ ଭାଷା ସହ ସମ୍ବନ୍ଧିତ
ଉଦାହରଣ :
ଗୋଥିକ ଭାଷାରେ ବାଇବେଲ ଲେଖାଯାଇଛି
ସମକକ୍ଷ : ଗୋଥିକ ଭାଷା
ଅନ୍ୟ ଭାଷାରେ ଅନୁବାଦ :