ଅର୍ଥ : ଗାଈମାନଙ୍କର ରହୁଥିବା ଜାଗା
ଉଦାହରଣ :
ଏହି ଗାଈ ଗୁହାଳରେ ପାଖାପାଖି ଶହେ ଗାଈ ରହୁଛନ୍ତି
ସମକକ୍ଷ : ଗାଈ ଗୁହାଳ, ଗୋରୁ ଗୁହାଳ, ଗୋରୁଶାଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ଥାନରେ କ୍ଷୀର ଓ କ୍ଷୀର ତିଆରି ଜିନିଷ ମିଳେ
ଉଦାହରଣ :
ମୁଁ କ୍ଷୀରି ତିଆରି କରିବାପାଇଁ ଗୋଶାଳାରୁ କ୍ଷୀର ନେଇକି ଆସୁଛି
ସମକକ୍ଷ : ଡାଏରୀ ଫାର୍ମ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ दूध और दूध की बनी चीज़ें बनती एवं मिलती हैं।
खीर बनाने के लिए दुग्धशाला से दूध लेकर आता हूँ।ଅର୍ଥ : ପାଳିତ ପଶୁମାନଙ୍କର ରହିବାପାଇଁ ସ୍ଥାନ
ଉଦାହରଣ :
ଗୁହାଳକୁ ପ୍ରତିଦିନ ସଫା କରାଯିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
An outlying farm building for storing grain or animal feed and housing farm animals.
barn