ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରହବାଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରହବାଧା   ବିଶେଷ୍ୟ

ଅର୍ଥ : ନବଗ୍ରହରୁ କାହାରିଦ୍ୱାରା ଆସୁଥିବା ବାଧା

ଉଦାହରଣ : ସେ ଶନିଙ୍କ ଗ୍ରହପୀଡ଼ା ଦୂର କରିବାପାଇଁ ହନୁମାନଙ୍କର ପୂଜା କରୁଛି

ସମକକ୍ଷ : ଗ୍ରହପୀଡ଼ା, ଗ୍ରହରିଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

नौ ग्रहों में से किसी एक के द्वारा आनेवाली बाधा।

वह शनि की ग्रहबाधा को दूर करने के लिए हनुमान जी की पूजा करता है।
ग्रहपीड़ा, ग्रहबाधा