ଅର୍ଥ : କୌଣସି ଗ୍ରାମ ପଞ୍ଚାୟତର ପ୍ରଧାନ ବା ମୁଖିଆ ବା କୌଣସି ଗାଁର ଲୋକଙ୍କଦ୍ୱାରା ନିର୍ବାଚିତ କରାଯାଇଥିବା ସେହି ଗାଁର ପ୍ରଧାନ ବ୍ୟକ୍ତି
ଉଦାହରଣ :
ଆମ ଜେଜେ ଦୀର୍ଘଦିନ ଧରି ଗ୍ରାମମୁଖ୍ୟ ରହିଛନ୍ତି
ସମକକ୍ଷ : ଗାଁ ପଧାନ, ଗାଁ ମୁଖିଆ, ଗ୍ରାମ ପ୍ରଧାନ
ଅନ୍ୟ ଭାଷାରେ ଅନୁବାଦ :
वह जो किसी ग्राम पंचायत का प्रधान या मुखिया हो या किसी गाँव के लोगों द्वारा चुना हुआ उस गाँव का प्रधान व्यक्ति।
हमारे दादाजी लंबे समय तक ग्राम-प्रधान रहे हैं।