ଅର୍ଥ : ବ୍ୟକ୍ତିଗତ ଭାବେ ଶୁଭକାମନା ଜଣାଇବାପାଇଁ ପଠାଯାଉଥିବା ପତ୍ର
ଉଦାହରଣ :
ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଗୁଡ଼ିଏ ଅଭିନନ୍ଦନ ପତ୍ର ମିଳିଲା
ସମକକ୍ଷ : ଅଭିନନ୍ଦନ ପତ୍ର
ଅନ୍ୟ ଭାଷାରେ ଅନୁବାଦ :
व्यक्तिगत शुभकामनाएँ व्यक्त करने के लिए भेजा जाने वाला पत्र।
जन्मदिवस के अवसर पर उसे बहुत सारे अभिनंदन-पत्र प्राप्त हुए।A card sent to express personal greetings.
greeting card