ଅର୍ଥ : ନାଚ କରୁଥିବା ଲୋକଙ୍କ ପାଦର ଏକ ଆଭୂଷଣ
ଉଦାହରଣ :
ପ୍ରସିଦ୍ଧ ନର୍ତ୍ତକ ବୈଜୂ ମହାରାଜ ନିଜ ଘୁଙ୍ଗୁରଦ୍ୱାରା ନାନା ପ୍ରକାର ସ୍ୱର ବାହାର କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
नाचने वालों के पैरों का एक आभूषण।
प्रसिद्ध नर्तक बैजू महाराजजी अपने घुँघरू से कई तरह की आवाज़ें निकालते हैं।
घुँघरू,
चौरासी