ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ
ସମକକ୍ଷ : ଗଡ଼ାଇବା, ଟଳାଇବା, ଟାଳିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
टालने का काम दूसरे से कराना।
ଅର୍ଥ : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ଉଦାହରଣ : ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
ସମକକ୍ଷ : ହଟେଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
पहले के स्थान से किसी दूसरे स्थान पर करना।
Change place or direction.
ସଂସ୍ଥାପନ କରନ୍ତୁ