ଅର୍ଥ : ଦିଗ ପରିବର୍ତ୍ତନ କରିବା
ଉଦାହରଣ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ଅନ୍ୟ ଭାଷାରେ ଅନୁବାଦ :
Change orientation or direction, also in the abstract sense.
Turn towards me.ଅର୍ଥ : କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା
ଉଦାହରଣ :
ପୃଥିବୀ ନିଜ ଚାରିପଟେ ଘୁରୁଛି ଭଅଁର ମାଟିରେ ନାଚୁଛି
ସମକକ୍ଷ : ଚକକର ମାରିବା, ଚକରି ଖାଇବା, ନାଚିବା, ଭଉଁରି କାଟିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु का बिना स्थान बदले या अपनी ही धुरी पर चक्कर खाना।
पृथ्वी अपनी धुरी पर घूमती है।Revolve quickly and repeatedly around one's own axis.
The dervishes whirl around and around without getting dizzy.