ଅର୍ଥ : ମନ୍ଥି ଲହୁଣୀ ବାହାର କରିସାରିବା ପରେ ବଳକା ରହିଥିବା ଦହିପାଣି
ଉଦାହରଣ :
ଶ୍ୟାମ ପ୍ରତିଦିନ ସକାଳେ ଗିଲାସେ ଘୋଳଦହି ପିଏ
ଅନ୍ୟ ଭାଷାରେ ଅନୁବାଦ :
Residue from making butter from sour raw milk. Or pasteurized milk curdled by adding a culture.
buttermilk