ଅର୍ଥ : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
ଉଦାହରଣ :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
ସମକକ୍ଷ : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଆବରଣ
ଅନ୍ୟ ଭାଷାରେ ଅନୁବାଦ :
An artifact that covers something else (usually to protect or shelter or conceal it).
coveringଅର୍ଥ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
ଉଦାହରଣ :
ସେ ବଜାରରୁ ଏକ ନୂଆ ଚାଦର କିଣିଲା
ଅନ୍ୟ ଭାଷାରେ ଅନୁବାଦ :