ଅର୍ଥ : ଘୋଡ଼ା ଚଢ଼ି ଯୁଦ୍ଧ କରୁଥିବା ସୈନିକମାନଙ୍କ ସେନାଦଳ
ଉଦାହରଣ :
ମହାରାଣା ପ୍ରତାପଙ୍କ ଅଶ୍ୱାରୋହୀମାନେ ନଦୀ ନାଳ ପାରି ହୋଇ ଅବିରାମ ଗତିରେ ଆଗେଇ ଚାଲୁଥିଲେ
ସମକକ୍ଷ : ଅଶ୍ୱାରୋହୀ
ଅନ୍ୟ ଭାଷାରେ ଅନୁବାଦ :
An army unit mounted on horseback.
horse cavalry