ଅର୍ଥ : ଚାରି ଆଡ଼ୁ ଖୋଲା ହୋଇଥିବା ସ୍ଥାନ ଯେଉଁଠି ବହୁତ ଲୋକ ବସନ୍ତି
ଉଦାହରଣ :
ଗାଁର ଚଉପାଢିରେ ଲୋକମାନେ ପଞ୍ଚାୟତ କରିବାପାଇଁ ଏକାଠି ହୋଇଛନ୍ତି
ସମକକ୍ଷ :
ଚଉତରା
ଅନ୍ୟ ଭାଷାରେ ଅନୁବାଦ :
चारों ओर से खुली हुई जगह जहाँ बहुत से लोग बैठते हों।
गाँव के चौपाल पर लोग पंचायत करने के लिए इकट्ठे हुए हैं।
अथाई,
चौपाल,
बैठक