ଅର୍ଥ : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ଉଦାହରଣ :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ସମକକ୍ଷ : ଚକ
ଅନ୍ୟ ଭାଷାରେ ଅନୁବାଦ :
A conical child's plaything tapering to a steel point on which it can be made to spin.
He got a bright red top and string for his birthday.ଅର୍ଥ : ଛୋଟ ଚକ ଭଳି ହୋଇଥିବା ପୌରାଣିକ କାଳର ଏକ ଅସ୍ତ୍ର
ଉଦାହରଣ :
ଭଗବାନ ବିଷ୍ଣୁଙ୍କ ଚକ୍ରର ନାମ ସୁଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
पौराणिक काल का एक अस्त्र जो छोटे पहिए के आकार का होता था।
भगवान विष्णु के चक्र का नाम सुदर्शन है।A weapon that is forcibly thrown or projected at a targets but is not self-propelled.
missile, projectileଅର୍ଥ : ଧାତୁତିଆରି ଯେଉଁ ପଦକଟି ସୈନିକମାନଙ୍କୁ ବୀରତାପୂର୍ଣ୍ଣ କାର୍ଯ୍ୟପାଇଁ ପ୍ରଦାନ କରାଯାଏ
ଉଦାହରଣ :
ମେଜର ସତପାଲ ସିହଂଙ୍କୁ ମହାବୀର ଚକ୍ର ପ୍ରଦାନ କରାଗଲା
ସମକକ୍ଷ : ମହାବୀର ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
धातु का एक विशेष आकार का टुकड़ा जो प्रायः सैनिकों को अच्छा या वीरतापूर्ण काम करने पर पदक या तमगे के रूप में दिया जाता है।
मेजर सतपाल सिंह को महावीर चक्र प्रदान किया गया।An award for winning a championship or commemorating some other event.
decoration, laurel wreath, medal, medallion, palm, ribbonଅର୍ଥ : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ଉଦାହରଣ :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ସମକକ୍ଷ : ଚକ
ଅନ୍ୟ ଭାଷାରେ ଅନୁବାଦ :
A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheelଅର୍ଥ : ଯେଉଁ କ୍ଷେତ୍ର ଏପରି ରେଖାଦ୍ୱାରା ଘେରାହୋଇଛି ଯାହାର ପ୍ରତ୍ୟେକ ବିନ୍ଦୁ ସେହି କ୍ଷେତ୍ରର ମଧ୍ୟ ବିନ୍ଦୁ ସହିତ ସମାନ ଦୂରତାରେ ଥାଏ
ଉଦାହରଣ :
ସେ ଅଭ୍ୟାସ ପୁସ୍ତିକାରେ ବୃତ୍ତ ତିଆରି କରୁଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋଗ ଅନୁସାରେ ଶରୀର ମଧ୍ୟରେ ସାତ ପଦ୍ମ ବା ବିଶିଷ୍ଟ ସ୍ଥାନ ଯାହା ଆଧୁନିକ ବିଜ୍ଞାନ ଅନୁସାରେ କେତେକ ବିଶିଷ୍ଟ ଜୀବନ ରକ୍ଷକ ଗ୍ରନ୍ଥିର ଆଖପାଖରେ ଥାଏ
ଉଦାହରଣ :
ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ,ଆଜ୍ଞା ଏବଂ ସହସ୍ରାର ଏଗୁଡିକ ଯୋଗର ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
योग के अनुसार शरीर में के सात पद्म या विशिष्ट स्थान जो आधुनिक विज्ञान के अनुसार कुछ विशिष्ट जीवन-रक्षिणी गिल्टियों के आस-पास पड़ते हैं।
मूलाधार, स्वाधिष्ठान, मणिपुर, अनाहत, विशुद्ध, आज्ञा और सहस्रार ये योग के चक्र हैं।