ଅର୍ଥ : ମୁଣ୍ଡରୁ ବାଳ ଝଡ଼ିଯିବାର ଅବସ୍ଥା
ଉଦାହରଣ :
ଚନ୍ଦା ହେତୁ ସେ ନିଜ ବୟସ ଠାରୁ ବୟସ୍କ ଦିଶୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
ଉଦାହରଣ :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
ସମକକ୍ଷ : କେଶହୀନ, ନଣ୍ଡା, ବାଳହୀନ, ଲଣ୍ଡା
ଅନ୍ୟ ଭାଷାରେ ଅନୁବାଦ :
Lacking hair on all or most of the scalp.
A bald pate.