ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବରାବର ଚରସ ପିଉଥିବା ଲୋକ
ଉଦାହରଣ : କେତେଜଣ ଚରସଖୋର ଗଛମୂଳେ ବସି ଚରସ ପିଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो बराबर सुलफा पीता हो।
A person who smokes tobacco.
ଅର୍ଥ : ଚରସକୁ ନିଶାରୂପେ ବ୍ୟବହାର କରୁଥିବା ବ୍ୟକ୍ତି
ଉଦାହରଣ : ଚରସଖୋର ଏକାନ୍ତରେ ବସି ଚରସ ଟାଣୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
चरस का नशा करनेवाला व्यक्ति।
ସଂସ୍ଥାପନ କରନ୍ତୁ