ଅର୍ଥ : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
ଉଦାହରଣ :
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
ସମକକ୍ଷ : ପ୍ରଭାବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
ଉଦାହରଣ :
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଙ୍ଗଗୁଡ଼ିକୁ ଘେରି ରହିଥିବା ବା ସେଗୁଡ଼ିକୁ ସୁରକ୍ଷା ଦେଉଥିବା ଏକ ହାଡ଼ଯୁକ୍ତ ବକ୍ର ଶାରୀରିକ ଗଠନ
ଉଦାହରଣ :
ଚାପ ବିଶେଷକରି ପାଦ ଭିତରେ ଥାଏ
ଅନ୍ୟ ଭାଷାରେ ଅନୁବାଦ :
* एक वक्र हड्डीदार शारीरिक संरचना जो अंगों को घेरे रहती है या उनको सहारा देती है।
चाप विशेषकर पैरों के अंदर होती है।A curved bony structure supporting or enclosing organs (especially the inner sides of the feet).
arch