ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାପିଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାପିଦେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା

ଉଦାହରଣ : ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ

ସମକକ୍ଷ : ଗୁଡ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

किसी वस्तु के ऊपर किसी दूसरी वस्तु की घुमावदार परत चढ़ाना।

मिठाई के डब्बे के ऊपर कागज़ लपेट दो।
लपटाना, लपेटना, लिपटाना

Arrange or fold as a cover or protection.

Wrap the baby before taking her out.
Wrap the present.
wrap, wrap up

ଅର୍ଥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା

ଉଦାହରଣ : ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା

ସମକକ୍ଷ : ଛପେଇଦେବା, ଦବେଇଦେବା, ଲୁଚେଇଦେବା


ଅନ୍ୟ ଭାଷାରେ ଅନୁବାଦ :

अपने हाथ में आई हुई किसी दूसरे की चीज़ अपने पास रोक रखना।

शीला ने अपने ननद का गहना दबा दिया।
चाँपना, चापना, दबाना

ଅର୍ଥ : କୌଣସି ବସ୍ତୁ ଉପରେ ଚାପ ପ୍ରୟୋଗ କରିବା

ଉଦାହରଣ : ରାଗରେ ସେ ମୋର ବେକ ଚିପିଦେଲେ

ସମକକ୍ଷ : ଚିପିଦେବା


ଅନ୍ୟ ଭାଷାରେ ଅନୁବାଦ :

किसी वस्तु पर दबाव डालना।

पेपर को पुस्तक से दबा दीजिए नहीं तो वह उड़ जाएगा।
गुस्से में उसने मेरा गला दबा दिया।
चाँपना, चापना, दबाना

Exert pressure or force to or upon.

He pressed down on the boards.
Press your thumb on this spot.
press