ଅର୍ଥ : ପଶୁମାନଙ୍କୁ ଚଲେଇବା ବା ଘଉଡ଼େଇବା ପାଇଁ ବ୍ୟବହୃତ ହେଉଥିବା ସୂତା ବା ଚମଡ଼ାରେ ତିଆରି ଡ଼ୋରି
ଉଦାହରଣ :
ପଶୁମାନଙ୍କୁ ଆୟତ୍ତରେ ରଖିବାପାଇଁ ଚାବୁକ ବ୍ୟବହାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
An instrument with a handle and a flexible lash that is used for whipping.
whipଅର୍ଥ : ଏକ ପ୍ରକାରର ଚାବୁକ
ଉଦାହରଣ :
ସେ ଚାବୁକରେ ଘୋଡ଼ାକୁ ପିଟୁଛି
ଅନ୍ୟ ଭାଷାରେ ଅନୁବାଦ :