ଅର୍ଥ : ଏଭଳି ବର୍ଗାକାର ବାଟିକା ଯାହା ଚାରୋଟି ପାଦଚଲା ପଥଦ୍ବାରା ଚାରୋଟି ଛୋଟଛୋଟ ମାର୍ଗରେ ବିଭକ୍ତ ହୋଇଥାଏ
ଉଦାହରଣ :
ତାଜମହଲରେ ଚାରବାଗ ଅଛି
ସମକକ୍ଷ : ଚତୁର୍ଭୁଜାକାର ବାଟିକା
ଅନ୍ୟ ଭାଷାରେ ଅନୁବାଦ :
A plot of ground where plants are cultivated.
garden