ଅର୍ଥ : ଏପଟର କଥା ସେପଟ କହିବା ବା କଳି ଲଗେଇବା ଭଳି କଥା କହିବା
ଉଦାହରଣ :
ରାମ ନିଜ ମାଲିକଙ୍କୁ ଶ୍ୟାମ ବିଷୟରେ ଚୁଗୁଲି କଲା
ସମକକ୍ଷ : ଫୋଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
इधर की बात उधर कहना या झगड़ा लगानेवाली बात कहना।
राम ने अपने मालिक से श्याम के बारे में चुग़ली की।