ଅର୍ଥ : ଓଠରେ କାହାରି କୌଣସି ଅଙ୍ଗ ସ୍ପର୍ଶ କରିବା
ଉଦାହରଣ :
ମା ସ୍ନେହ ଦେଖାଇବାପାଇଁ ବାରମ୍ବାର ନିଜ ପିଲାକୁ ଚୁମା ଦେଉଛନ୍ତି
ସମକକ୍ଷ : ଚୁମିବା, ଚୁମ୍ବନଦେବା
ଅନ୍ୟ ଭାଷାରେ ଅନୁବାଦ :
होंठों से किसी का कोई अंग स्पर्श करना।
माँ प्यार जताने के लिए बार-बार अपने बच्चे को चूम रही है।