ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
ଉଦାହରଣ : ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
ସମକକ୍ଷ : ଟିକିଲି, ତାରା
ଅନ୍ୟ ଭାଷାରେ ଅନୁବାଦ :हिन्दी English
रुपहले या सुनहले पत्तरों के गोल टुकड़े।
Adornment consisting of a small piece of shiny material used to decorate clothing.
ଅର୍ଥ : ଯେଉଁ ଲୁଗାର ଧଡ଼ି ଚମୁକି ବା ସୁନାରୁପାର ତାରକସିରେ ତିଆରି ହୋଇଛି
ଉଦାହରଣ : ଶୀଲା ଚୁମୁକି ଶାଢ଼ୀ ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसके किनारे बदला या कलाबत्तू बना हो (कपड़ा)।
ସଂସ୍ଥାପନ କରନ୍ତୁ