ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
ଉଦାହରଣ : ସେ ଗହମ ପେଷୁଛି
ସମକକ୍ଷ : ପେଷିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु को रगड़कर चूर्ण के रूप में करना।
Make into a powder by breaking up or cause to become dust.
ଅର୍ଥ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
ଉଦାହରଣ : ହାଲୁଆ ଦୋକାନୀ ସେଓ ଚୂରୁଛି
ସମକକ୍ଷ : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂରିବା, ପେଷିବା
चूर करना या टुकड़े-टुकड़े करना।
Break or fall apart into fragments.
ସଂସ୍ଥାପନ କରନ୍ତୁ