ଅର୍ଥ : ଚେକର ଖେଳରେ ବ୍ୟବହୃତ ଗୋଟିଗୁଡ଼ିକମଧ୍ୟରୁ ପ୍ରତ୍ୟେକ
ଉଦାହରଣ :
ଖେଳ ସମାପ୍ତପରେ ସେ ଚେକରଗୁଡ଼ିକ ଏକ ଡବାରେ ରଖିଦେଲା
ଅନ୍ୟ ଭାଷାରେ ଅନୁବାଦ :
* चेकर के खेल में उपयोग की जानेवाली गोटियों में से प्रत्येक।
खेल समाप्ति के बाद उसने चेकरों को एक डब्बे में रख दिया।
चेकर
One of the flat round pieces used in playing the game of checkers.
checker,
chequer