ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାରିପଟୁ ଦୋକାନଥାଇ ମଝିସ୍ଥାନ ଖୋଲାଥିବା ଏକ ଚାରିକୋଣିଆ ବଜାର
ଉଦାହରଣ : ବିଜୁଳି ଆଲୋକରେ ଚୌକ ଉଦଭାସିତ ହେଉଥିଲା
ସମକକ୍ଷ : ଛକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह चौकोर बाजार जिसमें चारों ओर दुकानें हों और बीच का भाग खुला हो।
A public square with room for pedestrians.
ଅର୍ଥ : ଯେଉଁ ଜାଗାରେ ଚାରିଟି ରାସ୍ତା ମିଶିଥାଏ
ଉଦାହରଣ : ସେ ଚାରିଛକ ମଝିରେ ଠିଆହୋଇ ଭାଷଣ ଦେଉଥିଲେ
ସମକକ୍ଷ : ଚାରିଛକ, ଚୌମୁହାଣି, ଚୌରାସ୍ତା
वह स्थान जहाँ चार रास्ते मिलते हों।
A junction where one street or road crosses another.
ସଂସ୍ଥାପନ କରନ୍ତୁ