ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
ଉଦାହରଣ :
ରଜତ ବସ୍ରେ ଚଢ଼ିଲା
ସମକକ୍ଷ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା
ଅନ୍ୟ ଭାଷାରେ ଅନୁବାଦ :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।ଅର୍ଥ : ଖରାପ ପ୍ରଭାବ ପଡ଼ିବା
ଉଦାହରଣ :
ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତଳୁ ଉପର ଆଡ଼କୁ ଯିବା
ଉଦାହରଣ :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
ସମକକ୍ଷ : ଆରୋହଣ କରିବା, ଉଠିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ଉଦାହରଣ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
ସମକକ୍ଷ : ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ୱର ତୀବ୍ର ହେବା
ଉଦାହରଣ :
ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ
ସମକକ୍ଷ : ଉପରକୁ ଉଠିବା
ଅନ୍ୟ ଭାଷାରେ ଅନୁବାଦ :