ଅର୍ଥ : ଛଣପଟ ଗଛର ତନ୍ତୁ
ଉଦାହରଣ :
ଛଣପଟରୁ ରସି, କପଡ଼ା ଆଦି ତିଆରି କରାଯାଏ
ସମକକ୍ଷ : ଛଣପଟ, ଶ୍ୱେତପୁଷ୍ପା
ଅନ୍ୟ ଭାଷାରେ ଅନୁବାଦ :
A plant fiber.
hempଅର୍ଥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ଉଦାହରଣ :
ଗୋରୁ ଖଳାରେ ନଡ଼ା ଖାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Plant fiber used e.g. for making baskets and hats or as fodder.
strawଅର୍ଥ : ନଳିତା ଜାତୀୟ ଏକ ପ୍ରକାରର ଛୋଟ ଗଛ
ଉଦାହରଣ :
ଛଣରୁ ମିଳୁଥିବା ପଟ୍ଟ, ଦଉଡ଼ିଆଦି ପ୍ରସ୍ତୁତ କରିବା କାମରେ ଆସେ
ଅନ୍ୟ ଭାଷାରେ ଅନୁବାଦ :
जूट की जाति का एक प्रकार का छोटा पौधा।
सनई से प्राप्त रेशे रस्सी आदि बनाने के काम आते हैं।