ଅର୍ଥ : ନିଜକୁ ରକ୍ଷା କରିବାପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ହାସଲ କରିବାପାଇଁ ମିଛ କଥାବାର୍ତ୍ତା
ଉଦାହରଣ :
ସେ ମୁଣ୍ଡ ବ୍ୟଥାର ବାହାନାକରି ସ୍କୁଲକୁ ଗଲାନାହିଁ
ସମକକ୍ଷ : ବାହାନା
ଅନ୍ୟ ଭାଷାରେ ଅନୁବାଦ :
A defense of some offensive behavior or some failure to keep a promise etc..
He kept finding excuses to stay.ଅର୍ଥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
ଉଦାହରଣ :
ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह काम जो किसी को धोखे में डाल कर कोई स्वार्थ साधने के लिए किया जाए।
उसने छल से पूरी जायदाद अपने नाम करा ली।ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ
ଉଦାହରଣ :
ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍ଣ ବ୍ୟଙ୍ଗ କରିଛନ୍ତି
ସମକକ୍ଷ : କପଟତା, ଛଦ୍ମତା, ଛଳ କପଟ, ପ୍ରତାରଣା, ଭଣ୍ଡତା, ଶଠତା
ଅନ୍ୟ ଭାଷାରେ ଅନୁବାଦ :
वह आचरण, काम आदि जिसमें ऊपरी बनावट का भाव रहता है।
संत कबीर ने पाखंड पर तीखा व्यंग किया है।Pretending that something is the case in order to make a good impression.
They try to keep up appearances.