ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି
ଉଦାହରଣ :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
ସମକକ୍ଷ : ଠକ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ
ଅନ୍ୟ ଭାଷାରେ ଅନୁବାଦ :
Having the character of, or characteristic of, a traitor.
The faithless Benedict Arnold.ଅର୍ଥ : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
ଉଦାହରଣ :
ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା ତାର ହସ କୁଟିଳ ଥିଲା
ସମକକ୍ଷ : କପଟପୂର୍ଣ୍ଣ, କପଟମୟ, କୁଟିଳ, ଛଦ୍ମମୟ, ଛଳନାମୟ
ଅନ୍ୟ ଭାଷାରେ ଅନୁବାଦ :
Intended to deceive.
Deceitful advertising.